

- ନିର୍ବାଚନ ତାରିଖ ଘୋଷଣା ପୂର୍ବରୁ ବଦଳିଲେ ପଞ୍ଜାବ DGP | ୧୯୮୭ ବ୍ୟାଚ୍ର IPS ଅଫିସର ବୀରେଶ କୁମାର ଭୱରା ହେଲେ ପଞ୍ଜାବର ନୂଆ DGP |ପ୍ରଧାନମନ୍ତ୍ରୀଙ୍କ ସୁରକ୍ଷାରେ ତ୍ରୁଟିକୁ ନେଇ ହଇଚଇ ପରେ ବଦଳିଲେ । UPSC ସୁପାରିସ କରିଥିବା ୩ IPSଙ୍କ ମଧ୍ୟରୁ ଭୱରାଙ୍କୁ ମିଳିଲା ନିଯୁକ୍ତି |
- କରୋନା ଆକ୍ରାନ୍ତ ହୋଇ ହସ୍ପିଟାଲରେ ଭର୍ତ୍ତି ହେଲେ ବାହୁବଳୀର ‘କଟପ୍ପା’