ତିନି ମହାନଗର ନିଗମରେ ପୌର ନିର୍ବାଚନ ପାଇଁ ସଂରକ୍ଷଣ ତାଲିକା ଚୂଡ଼ାନ୍ତ | ରାଜ୍ୟ ନିର୍ବାଚନ କମିସନଙ୍କୁ ଜଣାଇଲା ନଗର ଉନ୍ନୟନ ବିଭାଗ | ଭୁବନେଶ୍ବର ଓ ବ୍ରହ୍ମପୁର ମହାନଗର ନିଗମର ମେୟର ପଦ ମହିଳାଙ୍କ ପାଇଁ ସଂରକ୍ଷିତ | କଟକ ମହାନଗର ନିଗମର ମେୟର ପଦ ଅଣସଂରକ୍ଷିତ ଥିବା ନେଇ ବିଜ୍ଞପ୍ତି |

Leave a Reply

Your email address will not be published. Required fields are marked *