ରାଜ୍ୟରେ ଆଉ ୧୭ ଜଣ କରୋନା ସଂକ୍ରମିତଙ୍କ ମୃତ୍ୟୁ

ରାଜ୍ୟରେ କଟକରୁ ସର୍ବାଧିକ ୪ ଜଣ କୋରୋନା ଆକ୍ରାନ୍ତଙ୍କ ମୃତ୍ୟୁ । ଖୋର୍ଦ୍ଧା ଓ ପୁରୀରୁ ୨ ଜଣ ଲେଖାଏଁ ମୃତ । ଅନୁଗୁଳ, ବାଲେଶ୍ବର, ଭଦ୍ରକ, ଗଞ୍ଜାମ । ଜଗତସିଂହପୁର, ଯାଜପୁର, କେନ୍ଦ୍ରାପଡ଼ା, ମାଲକାନଗିରି ଓ ରାୟଗଡ଼ାରୁ ଜଣେ ଲେଖାଏଁ ମୃତ । ମୋଟ କୋରୋନା ମୃତ୍ୟୁ ସଂଖ୍ୟା ୮ ହଜାର ୬୯କୁ ବୃଦ୍ଧି

Leave a Reply

Your email address will not be published. Required fields are marked *