ରାଷ୍ଟ୍ରପତି ଭବନରେ ୨୦୨୦ର ପଦ୍ମ ସମ୍ମାନ ପ୍ରଦାନ ସମାରୋହ ; ୨୯ ମହିଳାଙ୍କ ସମେତ ୧୧୯ ଜଣ ପାଇବେ ପଦ୍ମ ସମ୍ମାନ

ନୂଆଦିଲ୍ଲୀ ରାଷ୍ଟ୍ରପତି ଭବନରେ ୨୦୨୦ର ପଦ୍ମ ସମ୍ମାନ ପ୍ରଦାନ ସମାରୋହ, ୨୯ ମହିଳାଙ୍କ ସମେତ ୧୧୯ ଜଣ ପାଇବେ ପଦ୍ମ ସମ୍ମାନ, ୭ ଜଣଙ୍କୁ ପଦ୍ମ ବିଭୂଷଣ ଓ ୧୦ ଜଣଙ୍କୁ ପଦ୍ମଭୂଷଣ ସମ୍ମାନ ମିଳିବ, ୧୦୨ ଜଣ ବିଶିଷ୍ଟ ବ୍ୟକ୍ତିଙ୍କୁ ପଦ୍ମଶ୍ରୀ ସମ୍ମାନ ପ୍ରଦାନ କରିବେ ରାଷ୍ଟ୍ରପତି, ଜଣେ କିନ୍ନର ଓ ୧୬ ଜଣଙ୍କୁ ମରଣୋତ୍ତର ଭାବେ ମିଳିବ ସମ୍ମାନ

Leave a Reply

Your email address will not be published. Required fields are marked *