ଶ୍ରୀମନ୍ଦିରକୁ ମୋବାଇଲ ନେବା ଉପରେ କଟକଣା : ୧ ଜାନୁଆରୀରୁ ଶ୍ରୀମନ୍ଦିରକୁ ମୋବାଇଲ ମନା । ସେବାୟତ ଓ କର୍ମଚାରୀ କେହି ନେଇ ପାରିବେନି ମୋବାଇଲ । ମୋବାଇଲ ରଖିବାକୁ ସିଂହଦ୍ୱାର ଓ ଦକ୍ଷିଣ ଦ୍ୱାରରେ ହେବ ବ୍ୟବସ୍ଥା । ଶ୍ରୀମନ୍ଦିର ମୁଖ୍ୟ ପ୍ରଶାସକଙ୍କ ସୂଚନା ମୋବାଇଲ ଭିତରକୁ ନେଲେ ହେବ ଦୃଢ଼ କାର୍ଯ୍ୟାନୁଷ୍ଠାନ ।

ଶ୍ରୀମନ୍ଦିରକୁ ମୋବାଇଲ ନେବା ଉପରେ କଟକଣା : ୧ ଜାନୁଆରୀରୁ ଶ୍ରୀମନ୍ଦିରକୁ ମୋବାଇଲ ମନା । ସେବାୟତ ଓ କର୍ମଚାରୀ କେହି ନେଇ ପାରିବେନି ମୋବାଇଲ ।

Read more

ଲେଖାରେ ସମନ୍ଵୟତାର ବାସ୍ନା ରହିଲେ ଜୀବନ ଭିତ୍ତିକ ସାହିତ୍ୟ ସମ୍ଭବ – ସୁନୀତା ଶତପଥୀ

ସାରସ୍ବତ ସାଧନା ପାଇଁ ମାଆ ସାଜିଥିଲେ ତାଙ୍କ ପାଇଁ ପ୍ରେରଣାର ଉତ୍ସ । ଗୋପୀନାଥ ମହାନ୍ତିଙ୍କ ପରଜା ତାଙ୍କୁ ଆକୃଷ୍ଟ କରୁଥିଲା ଲେଖନୀ ଧରିବା ପାଇଁ ।

Read more