ଭାରତୀୟ ନୌସେନାର ବଡ଼ ଚଢ଼ାଉ ; ଗୁଜୁରାଟର ପୋରବନ୍ଦର ନିକଟ ଜାହାଜରୁ ୩,୩୦୦ କିଲୋଗ୍ରାମ ଡ୍ରଗ୍ସ ଜବତ

ପାକିସ୍ତାନରୁ ଭାରତରକୁ ଚାଲାଣ ହେଉଥିଲା ନିଶାଦ୍ରବ୍ୟ। ଏଥିପାଇଁ ପ୍ରସ୍ତତ ହୋଇଥିଲା ବ୍ଲୁ- ପ୍ରିଣ୍ଟ । ଗୁଜରାଟ ଉପକୂଳରେ ଜାହାଜ ଲାଗିଥିବା ବେଳେ ସେଥିରୁ ବାହାରିଲା ପୁଳା ପୁଳା

Read more