ପାକିସ୍ତାନର ସିନ୍ଧ ଓ ବଲୁଚିସ୍ତାନ ଅଞ୍ଚଳର ସୀମାବର୍ତ୍ତୀ ସହର ନିକଟରେ ଭୟଙ୍କର ଦୁର୍ଘଟଣା ; ଖାଇକୁ ଖସିଲା ତୀର୍ଥଯାତ୍ରୀ ବସ୍‌, ୧୭ ଶ୍ରଦ୍ଧାଳୁଙ୍କ ମୃତ୍ୟୁ

ଭୟଙ୍କର ଦୁର୍ଘଟଣା। ଖାଇକୁ ଖସିଲା ତୀର୍ଥଯାତ୍ରୀ ବସ୍‌। ଫଳରେ ଘଟଣାସ୍ଥଳରେ ହିଁ ଆଖିବୁଜିଲେ ୧୭ ଶ୍ରଦ୍ଧାଳୁ। ୩୮ରୁ ଅଧିକ ଯାତ୍ରୀ ଆହତ ହୋଇଛନ୍ତି। ଭାରତୀ ପଡୋଶୀ ଦେଶ

Read more