ଆଇ ସର୍ଭ ୟୁ ତରଫରୁ ଉତ୍କଳ ଦିବସ ପାଳନ ଅବସରରେ କବିତା ସଙ୍କଳନ ‘ସ୍ମୃତିର ଫଗୁଣ’ ଉନ୍ମୋଚିତ

ଭୁବନେଶ୍ୱର: ଆଇଟି ସେକ୍ଟରର ଅଗ୍ରଣୀ ଅନୁଷ୍ଠାନ ଆଇ ସର୍ଭ ୟୁ ତରଫରୁ ଉତ୍କଳ ଦିବସ ପାଳିତ ହୋଇ ଯାଇଛି | ଇନଫୋସିଟି ସ୍ଥିତ ଅନୁଷ୍ଠାନର କାର୍ଯ୍ୟାଳୟ ଠାରେ

Read more