ଅଟିଜିମର ଶିକାର ପିଲାମାନଙ୍କ ପାଇଁ ନିଃଶୁକ୍ଳ ଥେରାପି କାର୍ଯ୍ୟକ୍ରମ ଅନୁଷ୍ଠିତ

ଭୁବନେଶ୍ୱର : ପ୍ରଶାନ୍ତି ଏଜୁକେସନଲ ଏଣ୍ଡ ଚ୍ୟାରିଟେବୁଲ ଟ୍ରଷ୍ଟ ପକ୍ଷରୁ ଅଟିଜିମର ଶିକାର ପିଲାମାନଙ୍କ ପାଇଁ ନିଃଶୁକ୍ଳ ଥେରାପି କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇ ଯାଇଅଛି |ମମତାଜ ଅଲି

Read more