ସିନେମା ଆଉ ସାହିତ୍ୟ ଯେଉଁଠି ଏକାଠି ହୋଇଥାନ୍ତି ସେଇଠି ସଂସ୍କୃତିର ମୂଳଦୁଆ ଆହୁରି ମଜବୁତ୍ ହୋଇଉଠେ : ଶ୍ରୀମତୀ ସୁଲୋଚନା ଦାସ

ଭୁବନେଶ୍ୱର : ସାରସ୍ଵତ ଅନୁଷ୍ଠାନ ନୀଳକଇଁ ପକ୍ଷରୁ ସ୍ଥାନୀୟ ରେଡକ୍ରସ ଭବନ ଠାରେ ଏକ ଜାତୀୟସ୍ତରୀୟ ଆଲୋଚନାଚକ୍ର ଅନୁଷ୍ଠିତ ହୋଇଯାଇଛି ।ଭୁବନେଶ୍ୱର ମହାନଗର ନିଗମର ମାନନୀୟା ମେୟର

Read more