ଓଡ଼ିଶା ପ୍ରଶାସନିକ ସେବା ପରୀକ୍ଷାରେ ବାରିପଦା ‘ବିଦ୍ୟାପୀଠ କ୍ଲାସେସ୍’ର ସ୍ୱାଗତିକା ନାଏକଙ୍କ ବାଜିମାତ୍: ଅନୁଷ୍ଠାନ ପକ୍ଷରୁ ସମ୍ବର୍ଦ୍ଧନା

​ବାରିପଦା: ଶିକ୍ଷା କ୍ଷେତ୍ରରେ ଦୀର୍ଘ ବର୍ଷ ଧରି ଏକ ବୈପ୍ଳବିକ ପରିବର୍ତ୍ତନ ଆଣିଥିବା ମୟୂରଭଞ୍ଜ ଜିଲ୍ଲା ବାରିପଦା ତକତପୁର ସ୍ଥିତ ପ୍ରତିଷ୍ଠିତ ଶିକ୍ଷାନୁଷ୍ଠାନ ‘ବିଦ୍ୟାପୀଠ କ୍ଲାସେସ୍’ ପୁଣି

Read more