

- ଶ୍ରୀମନ୍ଦିରର ପ୍ରଶାସନ ପକ୍ଷରୁ ହାଇକୋର୍ଟରେ ସତ୍ୟପାଠ ଦାଖଲ ; ରତ୍ନଭଣ୍ଡାରରେ ରହିଛି ଦେଢ଼ କ୍ଵିଣ୍ଟାଲ ସୁନାକୁ ୧୮୪ କିଲୋ ରୂପା
- ଆସନ୍ତା ୯ ତାରିଖରେ ହେବ ଶ୍ରୀଜିଉଙ୍କ ବନକଲାଗି ନୀତି | ଶ୍ରୀମନ୍ଦିର ପ୍ରଶାସନ ପକ୍ଷରୁ ସୂଚନା, ବିଶେଷ ନୀତି ଥିବାରୁ କାଲି ହେବନି ବନକଲାଗି ନୀତି| ତେଣୁ ଆସନ୍ତା ୯ ତାରିଖ ବୁଧବାର ବନକଲାଗି ନୀତି ପାଇଁ ନିଷ୍ପତ୍ତି |