ପୁରୀ ଗଜପତି ଦିବ୍ୟସିଂହ ଦେବ କୋରୋନା ପଜିଟିଭ୍‌ ଚିହ୍ନଟ ; ଆସନ୍ତାକାଲି ରାଷ୍ଟ୍ରପତିଙ୍କୁ ଶ୍ରୀମନ୍ଦିରରେ ସ୍ବାଗତ କରିପାରିବେନି ଗଜପତି

ପୁରୀ ଗଜପତି ଦିବ୍ୟସିଂହ ଦେବ କୋରୋନା ପଜିଟିଭ୍‌ ଚିହ୍ନଟ
ଲକ୍ଷଣହୀନ ଗଜପତି ୭ ଦିନିଆ ଗୃହ ସଙ୍ଗରୋଧରେ ଅଛନ୍ତି
ଆସନ୍ତାକାଲି ରାଷ୍ଟ୍ରପତିଙ୍କୁ ଶ୍ରୀମନ୍ଦିରରେ ସ୍ବାଗତ କରିପାରିବେନି ଗଜପତି
ଶ୍ରୀମନ୍ଦିର ପରିଚାଳନା କମିଟିର ଅଧ୍ୟକ୍ଷ ଭାବେ ସ୍ବାଗତ କରିବାର ଥିଲା

Leave a Reply

Your email address will not be published. Required fields are marked *