ରାଜ୍ୟରେ ଓମିକ୍ରନ ପରୀକ୍ଷା ପାଇଁ ପହଞ୍ଚି ସାରିଛି , ୩୦ ହଜାର ‘ଓମିସିୟୋର କିଟ୍ ‘| କିଟ୍ ପହଞ୍ଚିବା ପରେ ଡ୍ରାଏ ରନ୍ ଚାଲିଛି, ଇଣ୍ଟରନାଲ ଷ୍ଟଡି ପାଇଁ ବ୍ୟବହାର ହେବ, ଯେଉଁ ଜିଲ୍ଲାରେ ଅଧିକ ପଜିଟିଭ କେସ୍ ଆସୁଛି, ସେଠି କିଟ୍ ପଠାଯିବ, ଓମିକ୍ରନ ଭାରିଆଣ୍ଟ ଚିହ୍ନଟ କରିବାରେ ଏହା ସହାୟକ ହେବ, ସ୍ୱାସ୍ଥ୍ୟ ନିର୍ଦେଶକ ବିଜୟ ମହାପାତ୍ରଙ୍କ ସୂଚନା |

Leave a Reply

Your email address will not be published. Required fields are marked *