

- କେନ୍ଦ୍ରାପଡ଼ା: ୧୦ ଦିନ ପାଇଁ ବନ୍ଦ ରହିବ ଭିତରକନିକା ଅଭୟାରଣ୍ୟ, କୁମ୍ଭୀର ଗଣନା ପାଇଁ ଜାନୁଆରି ୨ରୁ ୧୧ ଯାଏ ବନ୍ଦ ରହିବ ଅଭୟାରଣ୍ୟ। ଭିତରକନିକା ବନ୍ଦ ନେଇ DFO ଯଜ୍ଞଦତ୍ତ ପତିଙ୍କ ସୂଚନା ।
- ରାଜ୍ୟରେ ଦିନକରେ ଆଉ ୧୫୬ କୋରୋନା ଆକ୍ରାନ୍ତ ଚିହ୍ନଟ, ସଂଗରୋଧରୁ ୯୩ ଓ ସ୍ଥାନୀୟ ଅଞ୍ଚଳରୁ ୬୩ ରୋଗୀ ଚିହ୍ନଟ । ୧୫୬ ନୂଆ ଆକ୍ରାନ୍ତଙ୍କ ମଧ୍ୟରେ ୧୮ ବର୍ଷରୁ କମ୍ ବୟସର ୨୦ ଜଣ, ୧ ହଜାର ୫୫୯ ଜଣ କୋଭିଡ ରୋଗୀ ଏବେ ବି ଚିକିତ୍ସାଧୀନ ।