ରାଜ୍ୟରେ ଦିନକରେ ଆଉ ୧୫୬ କୋରୋନା ଆକ୍ରାନ୍ତ ଚିହ୍ନଟ, ସଂଗରୋଧରୁ ୯୩ ଓ ସ୍ଥାନୀୟ ଅଞ୍ଚଳରୁ ୬୩ ରୋଗୀ ଚିହ୍ନଟ । ୧୫୬ ନୂଆ ଆକ୍ରାନ୍ତଙ୍କ ମଧ୍ୟରେ ୧୮ ବର୍ଷରୁ କମ୍‌ ବୟସର ୨୦ ଜଣ, ୧ ହଜାର ୫୫୯ ଜଣ କୋଭିଡ ରୋଗୀ ଏବେ ବି ଚିକିତ୍ସାଧୀନ ।

Leave a Reply

Your email address will not be published. Required fields are marked *