ବିଜେପି ପକ୍ଷରୁ ଆଜି ୧୨ ଘଣ୍ଟିଆ ସମ୍ବଲପୁର ବନ୍ଦ

ବିଜେପି ପକ୍ଷରୁ ଆଜି ୧୨ ଘଣ୍ଟିଆ ସମ୍ବଲପୁର ବନ୍ଦ । ସକାଳ ୬ଟାରୁ ସଂଧ୍ୟ ୬ଟା ଯାଏ ହେବ ବନ୍ଦ ପାଳନ । ସହରର ବିଭିନ୍ନ ଛକ ଏବଂ ବଜାରରେ ବିଜେପି କର୍ମୀଙ୍କ ପିକେଟିଂ |
ମମିତା ହତ୍ୟା ମାମଲାରେ ମନ୍ତ୍ରୀ ଦିବ୍ୟଶଙ୍କରଙ୍କ ଇସ୍ତଫା ଦାବି । ମମିତାଙ୍କ ପରିବାରକୁ ୫୦ଲକ୍ଷ ଟଙ୍କା ଆର୍ଥିକ କ୍ଷତିପୂରଣ । ପରିବାରର ଜଣକୁ ସରକାରୀ ଚାକିରି ପ୍ରଦାନ ପାଇଁ ବି ଦାବି

Leave a Reply

Your email address will not be published. Required fields are marked *