ସୁନ୍ଦରଗଡ଼ରେ ୫୧ ଛାତ୍ରୀ କୋରୋନା ପଜିଟିଭ ଚିହ୍ନଟ, ଆକ୍ରାନ୍ତ ଛାତ୍ରୀ ସେଣ୍ଟ ମେରୀ ବାଳିକା ଉଚ୍ଚବିଦ୍ୟାଳୟ ହଷ୍ଟେଲର, ସମସ୍ତଙ୍କୁ ସଙ୍ଗରୋଧରେ ରଖାଯାଇଥିବା ସୂଚନା, ଷଷ୍ଠ, ସପ୍ତମ ଓ ଅଷ୍ଟମ ଶ୍ରେଣୀ ୩ ଦିନ ପାଇଁ ସସ୍‌ପେଣ୍ଡ, ୩ ଦିନ କ୍ଲାସ ସସ୍‌ପେଣ୍ଡ ନେଇ ଜିଲ୍ଲା ଶିକ୍ଷାଧିକାରୀଙ୍କ ନିର୍ଦେଶ

Leave a Reply

Your email address will not be published. Required fields are marked *