ସାଧାରଣତନ୍ତ୍ର ଦିବସରେ ୯୩୯ ପୋଲିସଙ୍କୁ ମିଳିବ ସାହସିକତା ପୋଲିସ ପଦକ | ସେଥି ମଧ୍ୟରୁ J&Kରେ ୧୩୪ ଜଣଙ୍କୁ, ମାଓ ପ୍ରଭାବିତ ଅଞ୍ଚଳରେ ୪୭ ଜଣଙ୍କୁ ଓ ଉତ୍ତର-ପୂର୍ବ ଅଞ୍ଚଳରେ ସାହସିକତା ପାଇଁ ଜଣଙ୍କୁ ମିଳିବ ପଦକ । ଉଲ୍ଲେଖନୀୟ ସେବା ପାଇଁ ୮୮ ଜଣଙ୍କୁ ରାଷ୍ଟ୍ରପତି ପଦକ, ପ୍ରଶଂସନୀୟ ସେବା ପାଇଁ ୬୬୨ ଜଣଙ୍କୁ ମିଳିବ ପଦକ |

ସାଧାରଣତନ୍ତ୍ର ଦିବସରେ ୯୩୯ ପୋଲିସଙ୍କୁ ମିଳିବ ସାହସିକତା ପୋଲିସ ପଦକ | ସେ ମଧ୍ୟରୁ J&Kରେ ୧୩୪ ଜଣଙ୍କୁ, ମାଓ ପ୍ରଭାବିତ ଅଞ୍ଚଳରେ ୪୭ ଜଣଙ୍କୁ ଓ ଉତ୍ତର-ପୂର୍ବ ଅଞ୍ଚଳରେ ସାହସିକତା ପାଇଁ ଜଣଙ୍କୁ ମିଳିବ ପଦକ । ଉଲ୍ଲେଖନୀୟ ସେବା ପାଇଁ ୮୮ ଜଣଙ୍କୁ ରାଷ୍ଟ୍ରପତି ପଦକ, ପ୍ରଶଂସନୀୟ ସେବା ପାଇଁ ୬୬୨ ଜଣଙ୍କୁ ମିଳିବ ପଦକ

Leave a Reply

Your email address will not be published. Required fields are marked *