- ବିଜେପିରେ ସାମିଲ୍ ହେଲେ ପୂର୍ବତନ ମନ୍ତ୍ରୀ ଅଞ୍ଜଳି ବେହେରା; ଭୁବନେଶ୍ୱର ପାର୍ଟି ଅଫିସ୍ରେ ବିଜେପିରେ ଯୋଗ ଦେଲେ, ବିଜେଡିର କିଛି ନେତା ଓ କର୍ମୀ ମଧ୍ୟ ବିଜେପିରେ ସାମିଲ୍ ହେଲେ
- ଟିକାକରଣ ନେଇ ପରିବାର କଲ୍ୟାଣ ନିର୍ଦେଶକ ବିଜୟ ପାଣିଗ୍ରାହୀଙ୍କ ସୂଚନା, ୩ କୋଟି ୪୦ ଲକ୍ଷ ୭୪ ହଜାର ୪୫୦ ଲୋକ ଟିକା ନେଲେଣି, ପ୍ରଥମ ଡୋଜ ନେଇଛନ୍ତି ୭୮% ଅର୍ଥାତ ୨ କୋଟି ୪୧ ଲକ୍ଷ ୫୧ ହଜାରରୁ ଅଧିକ, ଉଭୟ ଡୋଜ ନେଇଛନ୍ତି ୩୨% ଅର୍ଥାତ ୯୯ ଲକ୍ଷ ୨୨ ହଜାର ୮୪୫ ଲୋକ