ଟିକାକରଣ ନେଇ ପରିବାର କଲ୍ୟାଣ ନିର୍ଦେଶକ ବିଜୟ ପାଣିଗ୍ରାହୀଙ୍କ ସୂଚନା, ୩ କୋଟି ୪୦ ଲକ୍ଷ ୭୪ ହଜାର ୪୫୦ ଲୋକ ଟିକା ନେଲେଣି, ପ୍ରଥମ ଡୋଜ ନେଇଛନ୍ତି ୭୮% ଅର୍ଥାତ ୨ କୋଟି ୪୧ ଲକ୍ଷ ୫୧ ହଜାରରୁ ଅଧିକ, ଉଭୟ ଡୋଜ ନେଇଛନ୍ତି ୩୨% ଅର୍ଥାତ ୯୯ ଲକ୍ଷ ୨୨ ହଜାର ୮୪୫ ଲୋକ

Leave a Reply

Your email address will not be published. Required fields are marked *