ଦିନିକିଆ ଓଡ଼ିଶା ଗସ୍ତରେ ଆସିବେ BJP ରାଷ୍ଟ୍ରୀୟ ଅଧ୍ୟକ୍ଷ ଜେପି ନଡ୍ଡା

କାଲି ଓଡ଼ିଶା ଆସୁଛନ୍ତି ଜେପି ନଡ୍ଡା

-ଦିନିକିଆ ଓଡ଼ିଶା ଗସ୍ତରେ ଆସିବେ BJP ରାଷ୍ଟ୍ରୀୟ ଅଧ୍ୟକ୍ଷ ଜେପି ନଡ୍ଡା
-ସଦସ୍ୟତା ଅଭିଯାନ ବୈଠକରେ ଯୋଗ ଦେବେ
-ରାଜ୍ୟ ପଦାଧିକାରୀଙ୍କ ସହ କରିବେ ଆଲୋଚନା
-ସାଂସଦ ଓ ବିଧାୟକଙ୍କ ସହ କରିବେ ଆଲୋଚନା
-ରାଜ୍ୟ କାର୍ଯ୍ୟାଳୟରେ ବସିବ ପଦାଧିକାରୀ ବୈଠକ

Leave a Reply

Your email address will not be published. Required fields are marked *