ବିଜେପିରେ ଯୋଗଦେଲେ ବରଗଡ଼ର ପୂର୍ବତନ ସାଂସଦ ପ୍ରଭାସ ସିଂହ

ବିଜେପିରେ ଯୋଗଦେଲେ ବରଗଡ଼ର ପୂର୍ବତନ ସାଂସଦ ପ୍ରଭାସ ସିଂହ | ଦିଲ୍ଲୀ ବିଜେପି ମୁଖ୍ୟାଳୟରେ ଆନୁଷ୍ଠାନିକ ଭାବେ ସାମିଲ ହେଲେ | ବରଗଡ଼ର ପୂର୍ବତନ ସାଂସଦ ପ୍ରଭାସ ନିକଟରେ ବିଜେଡି ଛାଡ଼ିଥିଲେ |

Leave a Reply

Your email address will not be published. Required fields are marked *