Fast News ଟିକେଟ କଳାବଜାରୀ ୭ ଗିରଫ February 7, 2025February 7, 2025 Sai Sudha 0 Comments ଟିକେଟ କଳାବଜାରୀ ୭ ଗିରଫ | କଟକ ବାରବାଟୀ ମ୍ୟାଚ୍ ଟିକେଟ କଳାବଜାରୀ ମାମଲା | ୪ଟି ମାମଲାରେ ୭ ଜଣଙ୍କୁ ଗିରଫ କଲା ପୋଲିସ | ୨୫ଟି ଟିକେଟ ଓ ୩୦ ହଜାର ଟଙ୍କା ଜବତ | ୩ଟି ମୋବାଇଲ ଫୋନ୍ ଓ ୨ଟି ବାଇକ ମଧ୍ୟ ଜବତ କଲା ପୋଲିସ |