ମମିତା ହତ୍ୟା ମାମଲାରେ ନ୍ୟାୟ ଦାବିରେ ଭୁବନେଶ୍ୱର ରାଜଧାନୀ କଲେଜ ଛାତ୍ରଛାତ୍ରୀଙ୍କ ବିକ୍ଷୋଭ; କଲେଜ ସମ୍ମୁଖ ରାସ୍ତା ଆଗରେ ଛାତ୍ରଛାତ୍ରୀଙ୍କ ବିକ୍ଷୋଭ;ମମିତାଙ୍କ ପରିବାରକୁ ନ୍ୟାୟ ଦାବିରେ ନାରାବାଜି; ହୋହଲ୍ଲା,ଗୃହରାଷ୍ଟ୍ର ମନ୍ତ୍ରୀଙ୍କ ଇସ୍ତଫା ଓ ସିବିଆଇ ତଦନ୍ତ ଦାବି କଲେ ଛାତ୍ରଛାତ୍ରୀ

Leave a Reply

Your email address will not be published. Required fields are marked *