କାଲି ଗଞ୍ଜାମରେ ସ୍କୁଲ ଛୁଟି | ବାତ୍ୟା ଜୱାଦ ଦୃଷ୍ଟିରୁ ଡିସେମ୍ବର ୪ରେ ଜିଲ୍ଲାର ସବୁ ସ୍କୁଲ ଛୁଟି ଘୋଷଣା କଲେ ଗଞ୍ଜାମ ଜିଲ୍ଲାପାଳ । ଛୁଟି ସତ୍ତ୍ବେ ସ୍କୁଲକୁ ଆସିବେ ଶିକ୍ଷକ ଓ ଅଣଶିକ୍ଷକ କର୍ମଚାରୀ। ପ୍ରଶାସନର ନିର୍ଦେଶ ମୁତାବକ କାର୍ଯ୍ୟ କରିବାକୁ ପ୍ରସ୍ତୁତ ରହିବେ କର୍ମଚାରୀ

କାଲି ଗଞ୍ଜାମରେ ସ୍କୁଲ ଛୁଟି | ବାତ୍ୟା ଜୱାଦ ଦୃଷ୍ଟିରୁ ଡିସେମ୍ବର ୪ରେ ଜିଲ୍ଲାର ସବୁ ସ୍କୁଲ ଛୁଟି ଘୋଷଣା କଲେ ଗଞ୍ଜାମ ଜିଲ୍ଲାପାଳ। ଛୁଟି ସତ୍ତ୍ବେ ସ୍କୁଲକୁ ଆସିବେ ଶିକ୍ଷକ ଓ ଅଣଶିକ୍ଷକ କର୍ମଚାରୀ। ପ୍ରଶାସନର ନିର୍ଦେଶ ମୁତାବକ କାର୍ଯ୍ୟ କରିବାକୁ ପ୍ରସ୍ତୁତ ରହିବେ କର୍ମଚାରୀ

Leave a Reply

Your email address will not be published. Required fields are marked *