ଜୁନିଅର ପୁରୁଷ ହକି ବିଶ୍ବକପ ; ସେମି ଫାଇନାଲରେ ଜର୍ମାନୀଠାରୁ ୪-୨ ଗୋଲ୍‌ରେ ହାରିଲା ଭାରତ

ଜୁନିଅର ପୁରୁଷ ହକି ବିଶ୍ବକପ ; ସେମି ଫାଇନାଲରେ ଜର୍ମାନୀଠାରୁ ୪-୨ ଗୋଲ୍‌ରେ ହାରିଲା ଭାରତ । ରବିବାର ସ୍ପେନ୍‌ ସହ ‘ସ୍ଥାନ ନିର୍ଣ୍ଣାୟକ’ ମ୍ୟାଚ ଖେଳିବ ଭାରତ । ଫ୍ରାନ୍ସକୁ ୧-୩ ଗୋଲରେ ହରାଇ ଫାଇନାଲକୁ ଯାଇଛି ଆର୍ଜେଣ୍ଟିନା । ଜର୍ମାନୀ ଓ ଆର୍ଜେଣ୍ଟିନା ମଧ୍ୟରେ ହେବ ବିଶ୍ବକପ୍‌ ହକିର ଫାଇନାଲ ଫାଇଟ୍

Leave a Reply

Your email address will not be published. Required fields are marked *