ସୁନ୍ଦରଗଡ଼ର ବଣାଇ ତହସିଲଦାର ସୁଶୀଲ କୁଜୁର ନିଲମ୍ବିତ, ନିଲମ୍ବନ ନିର୍ଦେଶ ଦେଲା ରାଜସ୍ବ ଓ ବିପର୍ଯ୍ୟୟ ପରିଚାଳନା ବିଭାଗ | ନିଲମ୍ବନ ସମୟରେ ମାଲକାନଗିରି ଜିଲ୍ଲାପାଳଙ୍କ ଅଫିସ୍‌ରେ କାମ କରିବେ | ଜିଲ୍ଲାପାଳଙ୍କ ବିନା ଅନୁମତିରେ ସଦର ମହକୁମା ନଛାଡ଼ିବାକୁ ନିର୍ଦେଶ

Leave a Reply

Your email address will not be published. Required fields are marked *