- ବାତ୍ୟା ଜୱାଦ ପାଇଁ ବିପିୟୁଟି ପରିଚାଳିତ Ph.D ପ୍ରୋଗ୍ରାମ ଏଣ୍ଟ୍ରାନ୍ସ ଘୁଞ୍ଚିଲା, ୫ ତାରିଖରେ ହେବାକୁ ଥିବା ଏଣ୍ଟ୍ରାନ୍ସ ୧୨ ତାରଖକୁ ଘୁଞ୍ଚିଲା
- ସ୍ଥଳ ଭାଗ ଛୁଇଁବା ବେଳକୁ ଦୁର୍ବଳ ହୋଇଯିବ ବାତ୍ୟା ଜୱାଦ। ପୁରୀ ଉପକୂଳ ଛୁଇଁଲା ବେଳେ ଜୱାଦ ଗଭୀର ଅବପାତରେ ପରିଣତ ହୋଇଯିବ। ଏବେ ଜୱାଦ ଧୀରେଧୀରେ ଦୁର୍ବଳ ହେଉଛି। କାଲି ମଧ୍ୟାହ୍ନ ବେଳକୁ ପୁରୀରେ ମାଡ଼ ହେବାର ପୂର୍ବାନୁମାନ କରିଛି ଭାରତୀୟ ପାଣିପାଗ ବିଭାଗ