- ସ୍କୁଲ ଖୋଲିବା ନେଇ ହାଇକୋର୍ଟରେ ଜନସ୍ବାର୍ଥ ମାମଲା | କୋରୋନା କଟକଣା ଭିତରେ ସ୍କୁଲ ଖୋଲିବାକୁ ଆବେଦନ | ୨ ମାସ ମଧ୍ୟରେ ନିଷ୍ପତ୍ତି ନେବାକୁ ସରକାରଙ୍କୁ କୋର୍ଟଙ୍କ ନିର୍ଦ୍ଦେଶ |
- ବ୍ରହ୍ମପୁରର ବହୁ ଚର୍ଚ୍ଚିତ ତପସ୍ବିନୀ-ସୁମିତ ବିବାଦ ମାମଲା; ତଳକୋର୍ଟଙ୍କ ରାୟକୁ କାଏମ ରଖିଲେ ହାଇକୋର୍ଟ। | ପ୍ରତିମାସ ୧୦ ତାରିଖ ସୁଦ୍ଧା ଭରଣପୋଷଣ ଦେବାପାଇଁ ଥିଲା ନିର୍ଦ୍ଦେଶ। ମାସିକ ୧୭ହଜାର ଟଙ୍କା ଭରଣପୋଷଣ ପାଇଁ କୋର୍ଟଙ୍କ ନିର୍ଦ୍ଦେଶ ଥିଲା। ଫେବୃଆରୀ ୧୫ ତାରିଖରେ ପରବର୍ତ୍ତୀ ଶୁଣାଣି |