ବାତ୍ୟା ‘ଜୱାଦ’ ପାଇଁ ଅଧାରୁ ବନ୍ଦ ହେଲା କୋଣାର୍କ ମହୋତ୍ସବ ଓ ଅନ୍ତର୍ଜାତୀୟ ବାଲୁକା କଳା ମହୋତ୍ସବ ।

ବାତ୍ୟା ‘ଜୱାଦ’ ପାଇଁ ଅଧାରୁ ବନ୍ଦ ହେଲା କୋଣାର୍କ ମହୋତ୍ସବ । ଅନ୍ତର୍ଜାତୀୟ ବାଲୁକା କଳା ମହୋତ୍ସବ ବି ବନ୍ଦ ହେଲା ।

ମହୋତ୍ସବ ବନ୍ଦ ନେଇ ଜିଲ୍ଲାପାଳ ସମର୍ଥ ବର୍ମାଙ୍କ ସୂଚନା, ଡିସେମ୍ବର ୧ରୁ ଆରମ୍ଭ ହୋଇଥିଲା କୋଣାର୍କ ମହୋତ୍ସବ, ଆସନ୍ତା ୫ ତାରିଖ ଯାଏ ହୋଇଥାନ୍ତା ମହୋତ୍ସବ ।

Leave a Reply

Your email address will not be published. Required fields are marked *