

୫ DSP, ୮ ଇନ୍ସପେକ୍ଟର ଚଢ଼ାଉ ସାମିଲ। ଖୋର୍ଦ୍ଧା, ଗଜପତି, ଗଞ୍ଜାମ ଓ କୋରାପୁଟର ୬ଟି ସ୍ଥାନରେ ଚଢ଼ାଉ ଜାରି ସୁନାବେଡ଼ା NACର ସହକାରୀ ଯନ୍ତ୍ରୀ ମନୋଜ କୁମାର ପାତ୍ରଙ୍କ ଘରେ ଭିଜିଲାନ୍ସ ଚଢ଼ାଉ। ଆୟବହିର୍ଭୂତ ସମ୍ପତ୍ତି ଠୁଳ ଅଭିଯୋଗରେ ଏକକାଳୀନ ୬ଟି ସ୍ଥାନରେ ଚଢ଼ାଉ ଜାରି।- ଆଜି କୋରାପୁଟ କୋଟିଆର ୧୩ ୱାର୍ଡର ୧୩ଟି ବୁଥରେ ସୁରୁଖୁରୁରେ ଚାଲିଛି ମତଦାନ । ସୀମାନ୍ତ ଫାଟୁସିନେରୀ ଓ ନେରେଡି ବାଲସାରେ ନାକା ବନ୍ଦୀ କରିଛି କୋରାପୁଟ ପୋଲିସ ।