ସୁନାବେଡ଼ା NACର ସହକାରୀ ଯନ୍ତ୍ରୀ ମନୋଜ କୁମାର ପାତ୍ରଙ୍କ ଘରେ ଭିଜିଲାନ୍ସ ଚଢ଼ାଉ। ଆୟବହିର୍ଭୂତ ସମ୍ପତ୍ତି ଠୁଳ ଅଭିଯୋଗରେ ଏକକାଳୀନ ୬ଟି ସ୍ଥାନରେ ଚଢ଼ାଉ ଜାରି।
୫ DSP, ୮ ଇନ୍‌ସପେକ୍ଟର ଚଢ଼ାଉ ସାମିଲ। ଖୋର୍ଦ୍ଧା, ଗଜପତି, ଗଞ୍ଜାମ ଓ କୋରାପୁଟର ୬ଟି ସ୍ଥାନରେ ଚଢ଼ାଉ ଜାରି

Leave a Reply

Your email address will not be published. Required fields are marked *