ଆୟ ବହିର୍ଭୂତ ସମ୍ପତ୍ତି ଠୁଳ ମାମଲା; ଗିରଫ ପ୍ରତାପ ସାମଲଙ୍କୁ ୨ ଦିନିଆ ରିମାଣ୍ଡରେ ଆଣିଲା ଭିଜିଲାନ୍ସ

ଆୟ ବହିର୍ଭୂତ ସମ୍ପତ୍ତି ଠୁଳ ମାମଲା; ଗିରଫ ପ୍ରତାପ ସାମଲଙ୍କୁ ୨ ଦିନିଆ ରିମାଣ୍ଡରେ ଆଣିଲା ଭିଜିଲାନ୍ସ , ୨ଟି ଓଡିଆ ଚଳଚ୍ଚିତ୍ର ନିର୍ମାଣରେ ବହୁ ଅର୍ଥ ବିନିଯୋଗ ନେଇ ଜେରା କରାଯିବ, ବିଭିନ୍ନ ବ୍ୟାଙ୍କ ଆକାଉଣ୍ଟରେ ଦେଢ଼ କୋଟି ଟଙ୍କା ଜମା କରିଥିବା ସୂଚନା, OPHWCର ଡେପୁଟି ମ୍ୟାନେଜର ପ୍ରତାପଙ୍କ ଠାରୁ ଆୟଠାରୁ ୧୦୨୧% ଅଧିକ ସମ୍ପତ୍ତି ଜବତ ହୋଇଥିଲା

Leave a Reply

Your email address will not be published. Required fields are marked *