

- ମଙ୍ଗଳବାର ଓ ବୁଧବାର ଦିନ ଓଡ଼ିଶାରେ ଅଧିକ ବର୍ଷା ହେବାର ପୂର୍ବାନୁମାନ; ମତ୍ସ୍ୟଜୀବୀଙ୍କୁ ବଙ୍ଗୋପସାଗରରେ ପ୍ରବେଶ ନକରିବାକୁ ପରାମର୍ଶ
- କମିସନରେଟ ପୋଲିସ ହାତରେ ଡକାୟତି ଗ୍ୟାଙ୍ଗ, ଭୁବନେଶ୍ବର ଖଣ୍ଡଗିରି ଅଞ୍ଚଳରୁ ଗ୍ୟାଙ୍ଗକୁ କାବୁ କଲା ପୋଲିସ, ୫୧ଟି ମୋବାଇଲ ଫୋନ, ଗୋଟିଏ ବାଇକ୍ ଜବତ, ଏହି ଗ୍ୟାଙ୍ଗ୍ ଭୋର ସମୟରେ ଡକାୟତି କରନ୍ତି, ରାସ୍ତାରେ ଛିଡ଼ା ହୋଇଥିବା ଟ୍ରକଗୁଡ଼ିକୁ ମାରଣାସ୍ତ୍ର ଦେଖାଇ ଲୁଟ କରୁଥିବା ପୋଲିସର ସୂଚନା