WODCରୁ ଗୋବିନ୍ଦର କଲେଜକୁ ୩୨ ଲକ୍ଷ ଟଙ୍କା ଅନୁଦାନ ଦିଆଯାଇଛି, ଘଟଣାରେ ମନ୍ତ୍ରୀ ଦିବ୍ୟଶଙ୍କର ମିଶ୍ରଙ୍କ ସଂପୃକ୍ତି ଅଭିଯୋଗ ଥିବାରୁ ତାଙ୍କୁ ବରଖାସ୍ତ ଓ ଗିରଫ କରାଯାଉ, ରାଜ୍ୟ ସରକାରଙ୍କୁ ବିଜେପିର କଡ଼ା ସମାଲୋଚନା, ରାଜ୍ୟ ଗୃହରାଷ୍ଟ୍ର ମନ୍ତ୍ରୀଙ୍କ ଇସ୍ତଫା ଦାବି କଲା ବିଜେପି, ମମିତା ମେହେର ମାମଲାର CBI ତଦନ୍ତ କରାଯାଉ; ସମୀର ମହାନ୍ତି, ମମିତାଙ୍କ ବାପା କହିଛନ୍ତି ସ୍କୁଲରେ ଯୌନ ବ୍ୟଭିଚାର ଚାଲିଥିଲା: ସମୀର

Leave a Reply

Your email address will not be published. Required fields are marked *