- ଜମ୍ମୁ-କାଶ୍ମୀରକୁ ରାଜ୍ୟ ମାନ୍ୟତା ଫେରାଇବାକୁ ସୁପ୍ରିମକୋର୍ଟଙ୍କ ନିର୍ଦେଶ ; ୨୦୨୪ ସେପ୍ଟେମ୍ବର ୩୦ ସୁଦ୍ଧା ନିର୍ବାଚନ କରିବାକୁ ନିର୍ଦ୍ଦେଶ
- କାଲିଠୁ କିଷାନ କଂଗ୍ରେସ ପକ୍ଷରୁ ମଣ୍ଡି ଚାଲ ଅଭିଯାନ;୧ମ ପର୍ଯ୍ୟାୟରେ କାଲିଠୁ ଜାନୁଆରୀ ୧୩ ଯାଏଁ ଚାଲିବ ଅଭିଯାନ,୭ ଦଫା ଦାବିରେ ସବୁ ମଣ୍ଡିକୁ ଯିବ କିଷାନ୍ କଂଗ୍ରେସ,ଧାନର MSP ବୃଦ୍ଧି ଓ ଚାଷୀଙ୍କୁ କ୍ୱିଣ୍ଟାଲ ପିଛା ୬୦୦ ବୋନସ୍ ଦାବି,ଫସଲ କ୍ଷତିଗ୍ରସ୍ତଙ୍କୁ ଏକର ପିଛା ୨୫ ହଜାର କ୍ଷତିପୂରଣ ପ୍ରଦାନ ଦାବି