ବିଶିଷ୍ଟ ସମାଜସେବୀ ପଦ୍ମଶ୍ରୀ ଶାନ୍ତି ଦେବୀଙ୍କ ୮୮ ବର୍ଷ ବୟସରେ ପରଲୋକ

ବିଶିଷ୍ଟ ସମାଜସେବୀ ପଦ୍ମଶ୍ରୀ ଶାନ୍ତି ଦେବୀଙ୍କ ୮୮ ବର୍ଷ ବୟସରେ ପରଲୋକ | ରାୟଗଡ଼ାର ଗୁଣପୁର ମେଡିକାଲରେ ୮୮ ବର୍ଷ ବୟସରେ ଦେହାନ୍ତ | ଗୁଣପୁରର ବନବାସୀ ସେବାଶ୍ରମରେ ୧୯୬୪ରୁ ସମାଜ ସେବାରେ ବ୍ରତୀ ଥିଲେ | । ଭୂଦାନ ଆନ୍ଦୋଳନ, ଆଦିବାସୀ ଅଞ୍ଚଳରେ ନାରୀ ଶିକ୍ଷା ଓ ବାଲ୍ୟ ବିବାହ ରୋକିବାରେ ଥିଲା ଅବଦାନ | ୨୦୨୧ରେ ପାଇଥିଲେ ପଦ୍ମଶ୍ରୀ ସମ୍ମାନ ।

Leave a Reply

Your email address will not be published. Required fields are marked *