ନବୋଦୟ ସ୍କୁଲର ଆଉ ୫୨ ଛାତ୍ରଛାତ୍ରୀ କୋରୋନା ପଜିଟିଭ

ସୁନ୍ଦରଗଡ଼: ସ୍କୁଲରେ କୋଭିଡ ସଂକ୍ରମିତଙ୍କ ସଂଖ୍ୟା ୮୯କୁ ବୃଦ୍ଧି। କାଲି ୩୬ ଛାତ୍ର ଓ ଜଣେ କର୍ମଚାରୀ ପଜିଟିଭ୍‌ ଚିହ୍ନଟ ହୋଇଥିଲେ। ସମସ୍ତ ଆକ୍ରାନ୍ତଙ୍କୁ ବିଦ୍ୟାଳୟରେ ସଙ୍ଗରୋଧରେ ରଖାଯାଇଛି । ସ୍କୁଲରେ ପହଞ୍ଚିଲା ଜିଲ୍ଲା ସ୍ଵାସ୍ଥ୍ୟ ବିଭାଗର ସ୍ଵତନ୍ତ୍ର ଟିମ୍‌ |

Leave a Reply

Your email address will not be published. Required fields are marked *