

- ଭୁବନେଶ୍ୱରକୁ ଫେରିଲା କଣ୍ଟେନମେଣ୍ଟ ଜୋନ୍ ; ଜାଣନ୍ତୁ କେଉଁ ଅଞ୍ଚଳକୁ କଣ୍ଟେନମେଣ୍ଟ ଘୋଷଣା କଲା ବିଏମସି
- କଟକ ସାଆନ୍ତସାହି ଅଞ୍ଚଳରୁ ପଚା ଅଣ୍ଡା ବୋଝେଇ ଅଟୋ ଜବତ, ଆଠଗଡ ଓ ଚୌଦ୍ବାର ଅଞ୍ଚଳରୁ ଅଣ୍ଡା ବୋଝେଇ ଅଟୋ ଆସୁଥିଲା, ଜଣେ ବେକରୀ ବ୍ୟବସାୟୀଙ୍କ ନିକଟକୁ ଆସୁଥିବା ଅଭିଯୋଗ, ଅଟୋ ଚାଳକକୁ ଅଟକ ରଖିଛି ପୋଲିସ, ବେକରୀ ମାଲିକ ଫେରାର