- ଆଗାମୀ ଅକ୍ଟୋବର ୧୦ ବେଳକୁ ଉତ୍ତର ଆଣ୍ଡାମାନ୍ ସମୁଦ୍ର ଉପରେ ଗୋଟାଏ ଲଘୁଚାପ କ୍ଷେତ୍ର ସଂଘଠିତ ହେବାର ଖୁବ୍ ସମ୍ଭାବନା ଥିବା କଥା ପାଣିପାଗ ବିଭାଗ କହିଛି, ଏହା ଅଧିକ ସୁସ୍ପଷ୍ଟ ହୋଇ ପଶ୍ଚିମ ଉତ୍ତରପଶ୍ଚିମ ଦିଗକୁ ଗତି କରିବାସ ସହ ଆଗାମୀ ୪ ରୁ ୫ ଦିନ ମଧ୍ୟରେ ଦକ୍ଷିଣ ଓଡ଼ିଶା ଏବଂ ଉତ୍ତର ଉପକୂଳ ଆନ୍ଧ୍ର ପ୍ରଦେଶ ଆଡ଼କୁ ଗତି କରିବ
- ଉତ୍ତରପ୍ରଦେଶ ଲଖିମପୁର ଖେରିରେ ହିଂସା ଘଟଣା, ଲଖିମପୁର ଖେରିକୁ ଯିବାକୁ ରାହୁଲ ଗାନ୍ଧିଙ୍କୁ ଅନୁମତି, ରାହୁଲ ଓ ପ୍ରିୟଙ୍କା ଗାନ୍ଧି ଓ ଅନ୍ୟ ୩ ଜଣଙ୍କୁ ଅନୁମତି, ମୋଟ ୫ ଜଣ ଯିବାକୁ ଅନୁମତି ଦେଲେ UP ସରକାର