ଭୁବନେଶ୍ବର ଏୟାରପୋର୍ଟକୁ ACI ମାନ୍ୟତା | ଦେଶର ୭ଟି ଓ ବିଶ୍ବର ୧୪୦ଟି ବିମାନବନ୍ଦରକୁ ମିଳିଛି ACI ମାନ୍ୟତା । ଦେଶର ୭ଟି ବିମାନବନ୍ଦର ମଧ୍ୟରେ ବିଜୁ ପଟ୍ଟନାୟକ ବିମାନ ବନ୍ଦର ସାମିଲ । ମହାମାରୀବେଳେ ଯାତ୍ରୀଙ୍କ ଅସୁବିଧା ଭଲ ଭାବେ ବୁଝିବା କ୍ଷେତ୍ରରେ ମିଳିିଛି ଏହି ମାନ୍ୟତା ।

Leave a Reply

Your email address will not be published. Required fields are marked *