ବଦଳିଲା ମଣିପୁର ବିଧାନସଭା ନିର୍ବାଚନ ତାରିଖ | ଫେବ୍ରୁଆରି ୨୭ ପରିବର୍ତ୍ତେ ୨୮ରେ ହେବ ପ୍ରଥମ ପର୍ଯ୍ୟାୟ ନିର୍ବାଚନ

ବଦଳିଲା ମଣିପୁର ବିଧାନସଭା ନିର୍ବାଚନ ତାରିଖ | ମଣିପୁରରେ ଫେବ୍ରୁଆରି ୨୭ ପରିବର୍ତ୍ତେ ୨୮ରେ ହେବ ପ୍ରଥମ ପର୍ଯ୍ୟାୟ ନିର୍ବାଚନ | ମାର୍ଚ୍ଚ ୩ ତାରିଖ ପରିବର୍ତ୍ତେ ମାର୍ଚ୍ଚ ୫ ତାରିଖରେ ହେବ ଦ୍ବିତୀୟ ପର୍ଯ୍ୟାୟ ଭୋଟ୍ ଗ୍ରହଣ | ଭୋଟ୍ ଗ୍ରହଣ ପ୍ରସ୍ତୁତି ପାଇଁ ଅଧିକ ସମୟ ଦରକାର ହେଉଥିବାରୁ ତାରିଖ ବଦଳିଲା

Leave a Reply

Your email address will not be published. Required fields are marked *