VSSUTରେ ଜାନୁଆରି ୧୦ ଯାଏ ସବୁ ଅଫ୍‌ଲାଇନ ପରୀକ୍ଷା ଓ କ୍ଲାସ ବାତିଲ |

ବୁର୍ଲା:କୋଭିଡ ନେଗେଟିଭ୍‌ ଚିହ୍ନଟ ଛାତ୍ରଛାତ୍ରୀଙ୍କୁ କ୍ୟାମ୍ପସ ଛାଡ଼ିବାକୁ ନିର୍ଦେଶ | ଲଗାତର ଭାବେ ଛାତ୍ରଛାତ୍ରୀ ପଜିଟିଭ୍‌ ଚିହ୍ନଟ ପରେ ପଦକ୍ଷେପ |
ପଜିଟିଭ ଚିହ୍ନଟ ପିଲା ଅଙ୍ଗିରା ଛାତ୍ରାବାସରେ ସଂଗରୋଧରେ ରହିଲେ |

Leave a Reply

Your email address will not be published. Required fields are marked *