ରାଜ୍ୟରେ ଆଉ ୧୧୪୮ କୋରୋନା ଆକ୍ରାନ୍ତ ଚିହ୍ନଟ

ରାଜ୍ୟରେ ଖୋର୍ଦ୍ଧା ଜିଲ୍ଲାରୁ ସର୍ବାଧିକ ୧୫୩ , ସଙ୍ଗରୋଧରୁ ୬୬୯ ଓ ସ୍ଥାନୀୟ ଅଞ୍ଚଳରୁ ୪୭୯ ପଜିଟିଭ୍‌ । ନୂଆ ଆକ୍ରାନ୍ତଙ୍କ ମଧ୍ୟରେ ୧୮ ବର୍ଷରୁ କମ୍‌ ବୟସର ୨୪୪ ଜଣ । ଆକ୍ରାନ୍ତଙ୍କ ସଂଖ୍ୟା ୧୨ ଲକ୍ଷ ୭୭ ହଜାର ୨୬୨କୁ ବୃଦ୍ଧି, ୧୨ ହଜାର ୩୩୦ ରୋଗୀ ଏବେ ବି ଚିକିତ୍ସାଧୀନ ।

Leave a Reply

Your email address will not be published. Required fields are marked *