- ପ୍ରଧାନମନ୍ତ୍ରୀଙ୍କ ପ୍ରତିଶ୍ରୁତିର ୨୦ ଦିନ ପରେ କୃଷକ ଆନ୍ଦୋଳନ ପ୍ରତ୍ୟାହୃତ |କୃଷକଙ୍କ ସମସ୍ତ ଦାବି ମାନିନେଲେ କେନ୍ଦ୍ର ସରକାର, MSP ଉପରେ ଏକ କମିଟି ଗଠନ କରିବେ ସରକାର । ଚାଷୀଙ୍କ ଉପରେ ଲଗିଥିବା ମାମଲାକୁ ତୁରନ୍ତ ପ୍ରତ୍ୟାହାର କରାଯିବ, ଆସନ୍ତା ୧୧ରେ ଦିଲ୍ଲୀ ସୀମାରୁ ଘରକୁ ଫେରିବେ ଚାଷୀ ।
- ଉତ୍କଳ ବିଶ୍ୱବିଦ୍ୟାଳୟ ପାଇଁ ବିଭିନ୍ନ ବିଷୟରେ ୨୫୭ଟି ମଞ୍ଜୁରୀ ପ୍ରାପ୍ତ ଶିକ୍ଷକ ପଦବୀ ରହିଥିବା ବେଳେ ଏଥିରୁ ୧୨୬ଟି ପଦବୀ ଖାଲି ପଡ଼ିଛି । ମୋଟାମୋଟି ଭାବେ ଉତ୍କଳ ବିଶ୍ୱବିଦ୍ୟାଳୟରେ ପାଖାପାଖି ଅଧା ଶିକ୍ଷକ ପଦବୀ ଖାଲି ରହିଛି।