ଉତ୍କଳ ବିଶ୍ୱବିଦ୍ୟାଳୟ ପାଇଁ ବିଭିନ୍ନ ବିଷୟରେ ୨୫୭ଟି ମଞ୍ଜୁରୀ ପ୍ରାପ୍ତ ଶିକ୍ଷକ ପଦବୀ ରହିଥିବା ବେଳେ ଏଥିରୁ ୧୨୬ଟି ପଦବୀ ଖାଲି ପଡ଼ିଛି । ମୋଟାମୋଟି ଭାବେ ଉତ୍କଳ ବିଶ୍ୱବିଦ୍ୟାଳୟରେ ପାଖାପାଖି ଅଧା ଶିକ୍ଷକ ପଦବୀ ଖାଲି ରହିଛି।

Leave a Reply

Your email address will not be published. Required fields are marked *