ପ୍ରଧାନମନ୍ତ୍ରୀଙ୍କ ପ୍ରତିଶ୍ରୁତିର ୨୦ ଦିନ ପରେ କୃଷକ ଆନ୍ଦୋଳନ ପ୍ରତ୍ୟାହୃତ |କୃଷକଙ୍କ ସମସ୍ତ ଦାବି ମାନିନେଲେ କେନ୍ଦ୍ର ସରକାର, MSP ଉପରେ ଏକ କମିଟି ଗଠନ କରିବେ ସରକାର । ଚାଷୀଙ୍କ ଉପରେ ଲଗିଥିବା ମାମଲାକୁ ତୁରନ୍ତ ପ୍ରତ୍ୟାହାର କରାଯିବ, ଆସନ୍ତା ୧୧ରେ ଦିଲ୍ଲୀ ସୀମାରୁ ଘରକୁ ଫେରିବେ ଚାଷୀ ।

Leave a Reply

Your email address will not be published. Required fields are marked *