- ବିଜେଡିର ୯୦, ବିଜେପିର ୩, କଂଗ୍ରେସର ୨ କୋଟିପତି ଜିଲ୍ଲା ପରିଷଦ ପ୍ରାର୍ଥୀ |ପ୍ରକାଶ ପାଇଲା ଜିଲ୍ଲା ପରିଷଦ ସଦସ୍ୟଙ୍କ ଅପରାଧ ତାଲିକା ସହ ସମ୍ପତ୍ତି ତାଲିକା
- ବାରବାଟୀ ଷ୍ଟାଡିୟମ୍ର ନାହିଁ ଫାୟାର ସେଫ୍ଟି ସାର୍ଟିଫିକେଟ । ଏନେଇ କଟକ DCP ଓ OCA କୁ ନୋଟିସ୍ ଜାରି | ନୋଟିସ୍ ଜାରି କଲେ ରାଜ୍ୟ ମାନବାଧିକାର କମିଶନ । ଆସନ୍ତା ୨୬ ତାରିଖ ସୁଦ୍ଧା ସବିଶେଷ ତଥ୍ୟ ଦେବାକୁ ନିର୍ଦ୍ଦେଶ | କଟକ ଡିସିପିଙ୍କୁ ନିର୍ଦ୍ଦେଶ ଦେଲେ ରାଜ୍ୟ ମାନବାଧିକାର କମିଶନ |