ବାରବାଟୀ ଷ୍ଟାଡିୟମ୍‌ର ନାହିଁ ଫାୟାର ସେଫ୍‌ଟି ସାର୍ଟିଫିକେଟ । ଏନେଇ କଟକ DCP ଓ OCA କୁ ନୋଟିସ୍ ଜାରି | ନୋଟିସ୍ ଜାରି କଲେ ରାଜ୍ୟ ମାନବାଧିକାର କମିଶନ । ଆସନ୍ତା ୨୬ ତାରିଖ ସୁଦ୍ଧା ସବିଶେଷ ତଥ୍ୟ ଦେବାକୁ ନିର୍ଦ୍ଦେଶ | କଟକ ଡିସିପିଙ୍କୁ ନିର୍ଦ୍ଦେଶ ଦେଲେ ରାଜ୍ୟ ମାନବାଧିକାର କମିଶନ |

Leave a Reply

Your email address will not be published. Required fields are marked *